ରାଜଧାନୀରେ ଚିନ୍ତା ବଢାଇଛି ନକଲି ଖାଦ୍ୟ ସାମଗ୍ରୀ । ଖାଦ୍ୟ ଗୁଣବତ୍ତା ନିୟମ ପାଳନ କରିବାକୁ ତାଗିଦ କରିଛି ବିଏମସି । ହେଲେ ଏହି ନିୟମକୁ ଅନେକ ଦୋକାନୀ ଫୁ କରିଦେଇଥିବା ଦେଖିବାକୁ ମିଳିଛି । ଏବେ ବି ଅନେକ ହୋଟେଲ, ରେଷ୍ଟୁରାଣ୍ଟରେ ଲାଗିନାହିଁ ଫୁଡ ସେଫ୍ଟି ସାର୍ଟିଫିକେଟ । ପଚାରିଲେ, ନିୟମ ନେଇ ଖବର ନଥିବା କହୁଛନ୍ତି ଦୋକାନୀ....
#ArgusNews #Bhubaneswar #fake_food