ନଗରର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ମନ୍ତ୍ରୀଙ୍କୁ ବିରୋଧ କଲେ ଚାଷୀ। ବିଭିନ୍ନ ସ୍ଲୋଗାନ ଦେଇ ଓ ଫ୍ଲାଗକାଡ ଦେଖାଇ ବିରୋଧ କରିଛନ୍ତି। କୁଚିଣ୍ଡା ଉପଖଣ୍ଡରେ ଚାଷୀଙ୍କ ଧାନ ବିକ୍ରି ସମସ୍ଯା ରହିଥିବା ବେଳେ ଚାଷୀଙ୍କ ସହିତ ଆଲୋଚନା ନ କରି ମୁହଁ ମୋଡି ଚାଲିଗଲେ ମନ୍ତ୍ରୀ । ଯାହାଫଳରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ...
#ArgusNews #PratapJena #Sambalpur #Kuchinda #FarmersStrick
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app