ସରକାରଙ୍କ ଗାଇଡ଼ଲାଇନକୁ ବେଖାତିର୍ । ବଡବଡିଆଙ୍କୁ ମିଳିଛି ଭୂମିହୀନ ପଟ୍ଟା । ଚଞ୍ଚକତା କରି ଜଙ୍ଗଲଜମିକୁ ବଡବଡିଆଙ୍କୁ ଟେକି ଦେଇଛନ୍ତି ସରକାରୀ ବାବୁ । କେନ୍ଦ୍ରାପଡ଼ା ମହାକାଳପଡ଼ାର ତହସିଲଦାର ଓ ରାମନଗର ସର୍କଲ ରାଜସ୍ୱ ନିରୀକ୍ଷକଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ......
#ArgusNews #Odisha #Kendrapada #Goverment_Guideline #Plat
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app