ଓଡ଼ିଶା ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି । ଆନ୍ଧ୍ରକୁ ଲାଗି ରହିଥିବା ସୀମାନ୍ତବର୍ତ୍ତୀ ଗାଁରେ ନିଜର ଆଧିପତ୍ୟ ଜମାଉଛି ଆନ୍ଧ୍ର । ଜଳ, ଜମି, ଜଙ୍ଗଲକୁ ନିଜ କବଜାକୁ ନେଉଛି ପଡୋଶୀ ରାଜ୍ୟ । କୋରାପୁଟ, ଗଞ୍ଜାମ ପରେ ଏବେ ଗଜପତିରେ ନିଜ ଦାଦାଗିରି ଦେଖାଇ ରାସ୍ତାଘାଟ ନିର୍ମାଣ କରୁଛି ଆନ୍ଧ୍ରପ୍ରଦେଶ...
#ArgusNews #Odisha #Gajapati #Andhra_Dabangagiri #Sima_Bibad