ଘଟଣାର 3 ଦିନ ପରେ ମାହାଙ୍ଗାରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁରୁ ହଟୁନି ରହସ୍ୟ । ପରିବାରରୁ ଜଣକ ପରେ ଜଣଙ୍କୁ ଡାକି ଜେରା ପରେ ମଧ୍ୟ କୌଣସି ସୁରାକ୍ ପାଇନି ପୋଲିସ । ପରିବାରର ଲୋକଙ୍କ ଅଭିଯୋଗ, ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ପ୍ରଶ୍ନ ଉଠୁଛି, ଜଣେ ବୟସ୍କ ମହିଳାଙ୍କ ସହ କାହିଁକି ଏମିତି ଘଟିଲା । ପୋଲିସ ତାର ପର୍ଦ୍ଦାଫାସ୍ କରି ପାରିବ ତ....
#ArgusNews #Odisha #Mahanga #Rape #Murder