ଜମୁଛି ଖଣ୍ଡଗିରି କୁମ୍ଭମେଳା । ଦୂରଦୂରାନ୍ତରୁ ଛୁଟୁଛି ସାଧୁସନ୍ଥଙ୍କ ଭିଡ । ଭଜନ କୀର୍ତ୍ତନରେ ଉଚ୍ଛୁଳି ପଡୁଛି ପୂରା ପାହାଡ । ତେବେ ଏଥରର ଖାସ ଆକର୍ଷଣ ପାଲଟିଛନ୍ତି ଡାକ୍ତରୀ ବାବା । ଆଶୀର୍ବାଦ ସହ ଦେଉଛନ୍ତି ଔଷଧ....
#ArgusNews #Odisha #Bhubaneswar #Khandagiri #Daktari_Baba