ସ୍ୱାମୀଙ୍କ ମୃତ୍ୟୁ ପରେ ଏବେ ଅସହାୟ ହୋଇପଡିଛନ୍ତି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବାଲିଆ ପଞ୍ଚାୟତ ରତାଖଣ୍ଡିଗୁଡାର ମାଣିକ ପରଜା । ଦିନକୁ ଦିନ ପେଟରେ ବଢ଼ିବାକୁ ଲାଗିଛି ଟ୍ୟୁମର । ଅସହ୍ୟ ଯନ୍ତ୍ରଣା ସାଙ୍ଗକୁ ପୁଅ ଝିଅଙ୍କ ଭବିଷ୍ୟତ ଚିନ୍ତା ଏବଂ ଦିନକୁ ଦୁଇ ଅଳି ଖାଇବା ଯୋଗାଡ଼ କରିବା ସତେ ଯେମିତି ମାଣିକଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଛି...
#ArgusNews #Odisha #Koraput #Asahaya