ମାଟିରେ ପୋତାଗଲା ନକଲି ତଥା ଅପମିଶ୍ରିତ ଖାଦ୍ୟ ସାମଗ୍ରୀ । କଟକର ବିଭିନ୍ନ ଅଞ୍ଚଳରୁ ଜବତ ବିଭିନ୍ନ କମ୍ପାନୀର କୁଇଣ୍ଟାଲ କୁଇଣ୍ଟାଲ ନକଲି ସାମଗ୍ରୀକୁ ନଷ୍ଟ କରାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ ଏବଂ ସିଏମସି ଅଧିକାରୀଙ୍କ ଉପସ୍ଥିତିରେ ମାଟି ଖୋଳି ଡୁପ୍ଲିକେଟ ଖାଦ୍ୟ ପଦାର୍ଥକୁ ପୋତାଯାଇଛି....
#ArgusNews #Odisha #Cuttack #Duplicate_Food