କରୋନା ଛଡାଇ ନେଲାଣି ଜୀବନ ଜୀବିକା । ସୁବର୍ଣ୍ଣପୁରରେ ବର୍ଷବର୍ଷ ଧରି ପାଳିତ ହୋଇଆସୁଥିବା ଲଙ୍କାପୋଡି ଉତ୍ସବ ପାଳିତ ହୋଇଥାଏ । ଏହି ଉତ୍ସବରେ ଉଭୟ ମହାରଣା ଓ କୁମ୍ଭାରମାନେ କଣ୍ଢେଇ ତିଆରି କରି ଦି ପଇସା ରୋଜଗାର କରିଥାନ୍ତି । ମାତ୍ର ଏଥର କରୋନା ଯୋଗୁ ବିକ୍ରିବଟା ନାହିଁ । ଫଳରେ ବର୍ଷକର ରୋଜଗାର ହରାଇବାକୁ ବସିଲେଣି କାରିଗର ...
#ArgusNews #Subarnpur #Corona_Situation #Craft