ଅପହରଣ କରିବାକୁ ଆସିଥିବା ଦୁର୍ବୃତ୍ତଙ୍କୁ ଗିରଫ କଲା ପୋଲିସ...କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ପଦାସାହି ପ୍ରାଥମିକ ବିଦ୍ୟାଳୟକୁ ଆଜି ଅପରାହ୍ନରେ 6 ଜଣ ଦୁର୍ବୃତ୍ତ ଆସି ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କୁ ଅପହରଣ କରିବାକୁ ଆସିଥିବା ବେଳେ ଧରାପଡିଛନ୍ତି...
#ArgusNews #Odisha #Kandhamal #kidnapped