ଆଜିଠୁ ଆରମ୍ଭ ହେଲା ୟୁଜି, ପିଜି ପାଠପଢା । କୋଭିଡ୍ କଟକଣା ମଧ୍ୟରେ ଖୋଲିଲା ଶ୍ରେଣୀଗୃହ ।ଜୁନ 7ରୁ 19 ମଧ୍ୟରେ ପିଜି ଛାତ୍ରଛାତ୍ରୀଙ୍କ ପ୍ରଥମ ସେମିଷ୍ଟାର ...ସାମାଜିକ ଦୂରତା, ମାସ୍କ ଓ ହାତ ସାନି ଟାଇଜେସନକୁ ଗୁରୁତ୍ୱ ଦିଆଯାଇଛି । ଆଗକୁ ପରୀକ୍ଷା ଆସୁଥିବାରୁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।...
#ArgusNews #Odishga #UG #PG
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app