#ନା_ରହିବେ_ଭକ୍ତ_ନା_ରହିବ_ସମାଗମ
#ବିନା_ଭକ୍ତରେ_ଚଳିତ_ଥର_ରୁକୁଣା_ରଥଯାତ୍ରା
ଚଳିତ ବର୍ଷ ବିନା ଭକ୍ତରେ ରୁକୁଣା ରଥଯାତ୍ରା । ଶ୍ରୀଲିଙ୍ଗରାଜଙ୍କୁ ଆଖି ପୂରାଇ ଦେଖିବା ପାଇଁ ଭକ୍ତଙ୍କ ଅପେକ୍ଷା ଅପେକ୍ଷାରେ ରହିଯିବ। ରାଜ୍ୟରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ତେବେ ଅପେକ୍ଷାରେ ରହିଛି ରାଜ୍ୟ ସରକାରଙ୍କ ଅନୁମୋଦନ....
#ArgusNews #Odisha #Lingaraj_Temple #Rukuna_Ratha #Corona_Guideline