ରାଜଧାନୀରେ ପୁଣି ଲୁଟିଲେ ଦୁର୍ବୁତ୍ତ
ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରି ସୁନା ଚେନ ଲୁଟିନେଲେ ତିନି ଦୁର୍ବୁତ୍ତ । ଚନ୍ଦ୍ରଶେଖରପୁର ଅଂଚଳରେ ଶକୁନ୍ତଳା ଦାଶ ଫୁଲ ତୋଳୁଥିବା ସମୟରେ ଖଣ୍ଡା ଚୋଟ ମାରିଲେ ଲୁଟେରା । ପୁଣି ଥରେ ରାଜଧାନୀର ବ୍ଲାକ ପଲସର ଆତଙ୍କ । ଗାଡି ରେ 4 ଜଣ ଆସି ଲୁଟିଲେ.....
#ArgusNews #Odisha #Bhubaneswar #Loot
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app