ହକ ପାଇଁ ଲଢେଇ । ଦୀର୍ଘ 91 ଦିନ ହେଲାଣି ନିଯୁକ୍ତି ଦାବିରେ ଧାରଣା ଦେଇଛନ୍ତି ଏଏନଏମ । ରାଜରାସ୍ତାରେ ବସିଥିଲେ ବି ପଡୁନି ସରକାରଙ୍କ ନଜର । କରୋନା କାଳରେ ଆଗ ଧାଡିରେ ଯୋଦ୍ଧା କହି ନିଯୁକ୍ତି ଦେଇଥିଲେ କିନ୍ତୁ କରୋନା ପରେ ସେମାନଙ୍କୁ ବିତାଡିତ କରାଯାଇଛି । ପ୍ରତିବାଦରେ ରାଜରାସ୍ତାରେ ଦିନରାତି ପଡିରହିଛନ୍ତି ଏଏନଏମ ...
#ArgusNews #ANM #Strike #covidwarriors
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app