ଦୁର୍ଗା ପୂଜା ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ, କଟକରେ ତୁଟୁନି ମୂର୍ତ୍ତି ନିର୍ମାଣ ବିବାଦ । ପୋଲିସ କମିଶନରଙ୍କ ନୂଆ ନିର୍ଦ୍ଦେଶାନାମା ପରେ ପୁଣି ତେଜିଛି ବିବାଦ । ହାଇକୋର୍ଟରେ ଏ ନେଇ ରାସ୍ତା ସଫା ହୋଇଥିଲେ ମଧ୍ୟ ପୋଲିସ କମିଶନରଙ୍କ ନୂଆ ନିର୍ଦ୍ଦେଶାନାମା ପୁଣି ନୂଆ ବିବାଦ ସୃଷ୍ଟି କରିଛି ...
#Argusnews #Odisha #Cuttack #Durga_Puja_Issue