କୋଟିଆରେ ଆନ୍ଧ୍ର ଷଡ଼ଯନ୍ତ୍ର ସଫଳ ହେଲାନି । ନାମାଙ୍କନ ପ୍ରତ୍ୟାହାର କଲେ ଓଡ଼ିଶାର ପ୍ରାର୍ଥୀ । ତଥାପି କୋଟିଆରେ ନିର୍ବାଚନ ପାଇଁ ପ୍ରୟାସ ଚଳାଇଛି ଆନ୍ଧ୍ର । ଆସନ୍ତା 13 ତାରିଖରେ ହେବ ନିର୍ବାଚନ । ଏହା ପୂର୍ବରୁ ନିର୍ବାଚନରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି ସ୍ଥାନୀୟ ନେତା । ସେପଟେ ଘଟଣାରେ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ....
#ArgusNews #Odisha #Kotia #Nomination #Election