ସାରା ବିଶ୍ବ ଦେଖିଲା ଓଡ଼ିଆଙ୍କ ଦୃଢ଼ ଇଚ୍ଛାଶକ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ମିଳିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାବାସି । ସିଲୁ ସାରଙ୍କ ଯୁବକଙ୍କୁ ପ୍ରଶିକ୍ଷଣ ଦେବାର ଇଚ୍ଛାଶକ୍ତି ଯୁବ ସମାଜକୁ ପ୍ରେରଣା ଦେବ । ଭୁବନେଶ୍ବରରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ କି ବାତ ଶୁଣିଥିଲେ କେନ୍ଦ୍ରମନ୍ତ୍ରୀ । କାର୍ଯ୍ୟକ୍ରମରେ ଓଡ଼ିଆ ପୁଅଙ୍କ ପ୍ରଶଂସା ଶୁଣି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ....
#ArgusNews #Odisha #Silu_Nayak #Union_Minister Dharmendra Pradhan