କେନ୍ଦୁଝର ଜିଲା ବଡ଼ବିଲ ସ୍ଥିତ ବଙ୍ଗଳା ଛକ ନିକଟରେ ରାତି ପ୍ରାୟ 9.45 ମିନିଟରେ ଏକ ଚଳନ୍ତା କାରରେ ହଠାତ ନିଆଁ ଲାଗିଯାଇଥିଲା । ତେବେ ଭାଗ୍ୟବଶତଃ ଚାଳକ ଏଥିରୁ ବର୍ତ୍ତି ଯାଇଥିଲେ । ବଡ଼ବିଲ ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିଥିଲେ ...
#ArgusNews #Fire #FireinCar #Keonjhar #Odisha