ଦୁଇ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ 9 ଗୁରୁତର । କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ତେନ୍ତଳାପସି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାହାଘର ଭୋଜି ଖାଇ ଫେରୁଥିବାବେଳେ ଏକ ଯାତ୍ରୀବାହୀ ଅଟୋ ଓ ମାଲବାହୀ ଅଟୋ ସହ ଧକ୍କା ହୋଇଥିଲା । ଗୁରୁତର ମାନେ ସବୁ ଜନ୍ତାରୀ ଗାଁର ବୋଲି ଜଣାପଡିଛି ....
#ArgusNews #Odisha #Keonjhar #Accident #AutoAccient