ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନଥିଲେ ବି ଜିତିବା ନେଇ ଦମ୍ଭୋକ୍ତି କଲେଣି ବିଜେଡି ଓ ବିଜେପି । ବିଜେଡି 40ରୁ 50 ହଜାର ଭୋଟରେ ଜିତିବ ବୋଲି କହିଥିବା ବେଳେ ନୂଆ ଶାସନ ପଞ୍ଚାୟତ ଉପନିର୍ବାଚନର ଫଳାଫଳ ଆଧାରରେ ନିଜ ବିଜୟ ଗଣିତ କଷିଛି ବିଜେପି। ତେବେ କଂଗ୍ରେସ ନିଜ ଜିତିବା ପ୍ରଶ୍ନରେ ପୁରା ଚୁପ ଥିବା ବେଳେ ରଣନୀତିର ଖୁଲାସା କରିନି....
#ArgusNews #Odisha #Pipili #Election