ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ଅବହେଳା। ଅବଧି ସରିବାର 5ବର୍ଷ ଵିତିଥିଲେ ମଧ୍ୟ ରାସ୍ତା କାମ ଅଧା I ରାସ୍ତା କାମ ଅଧାରୁ ଛାଡି ଠିକାଦାର ଛୁ I 5 ବର୍ଷ ପରେ ବି ଶେଷ ହୋଇପାରିଲା ନାହିଁ ରାସ୍ତା...
#ArgusNews #Odisha #road #thikadar
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍