ପଶ୍ଚିମବଙ୍ଗକୁ ବାଲେଶ୍ବରରୁ ବେଧଡ଼କ ହେଉଛି ଗୋରୁ ଚାଲାଣ । ଦୁର୍ଘଟଣାରୁ ଖୋଲିଲା ଗୋ-ଚାଲାଣର ଗୁମର । ଗାନ୍ଧିଛକରେ ବୋଲେରୋ-କଣ୍ଟେନର ଧକ୍କାରୁ 3 ଜଣଙ୍କ ସହ 40 ଗାଈଙ୍କ ଜୀବନ ଯାଇଛି । ସେପଟେ ମୟୁରଭଞ୍ଜ ଝାରପୋଖରିଆ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା 5କୁ ବୃଦ୍ଧି ପାଇଛି...
#ArgusNews #Odisha #Balasore #Jaleswar #Cow_Truck #Seized