ମନ୍ତ୍ରୀପରିଷଦ ବୈଠକରେ 1 ଲକ୍ଷ 70 ହଜାର କୋଟିର ବଜେଟ ଚିଠା ପ୍ରସ୍ତାବକୁ ମିଳିଛି ଅନୁମୋଦନ । 22 ତାରିଖରେ ଉପସ୍ଥାପିତ ହେବାକୁ ଥିବା ରାଜ୍ୟ ବଜେଟରେ କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯିବ ସେ ନେଇ ମନ୍ତ୍ରୀ ପରିଷଦ ବୈଠକରେ ଆଲୋଚନା ହୋଇଛି । ତେବେ ବଜେଟର ଆକାର ଗତଥର ତୁଳନାରେ ବଢିଥିବା ବେଳେ ରାଜସ୍ୱ ଓ ରୁଣ ଚିନ୍ତା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ଆଣିପାରେ...
#ArgusNews #Odisha #Budget