ପରିତ୍ୟକ୍ତ ଅବସ୍ଥାରେ ଅର୍ବାନ ହାଟ
2009 ମସିହାରେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଅର୍ବାନ ହାଟର ଉଦଘାଟନ କରିଥିଲେ । ପ୍ରାୟ ସାଢେ ତିନି କୋଟି ବ୍ୟୟରେ ହାଟରେ 36ଟି ଦୋକାନ ଗୃହ ନିର୍ମାଣ ହୋଇଥିଲା । ଏଠାରେ କଳାକାରମାନେ ନିଜର ହସ୍ତଶିଳ୍ପ ଓ ହସ୍ତକଳା ସାମଗ୍ରୀ ଦୋକାନ ଖୋଲିଥିଲେ । ଏପରିକି ପର୍ଯ୍ୟଟକଙ୍କ ପାଇଁ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଏହା ଭୂତକୋଠି ପାଲଟିବାକୁ ବସିଲାଣି......
#ArgusNews #Odisha #Puri #Urban_Hata
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app