ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଧୁରୁଡିପାଲି ଗାଁରେ ଥିବା ଧୁରୁଡିପାଲି ପ୍ରାଥମିକ ବିଦ୍ୟାଳୟକୁବ 2କି.ମି ଦୂରରେ ଚଷା ଗୁରୁଜଙ୍ଗ ଉଦୟପୁର ବିଦ୍ୟାଳୟ ସହ ମିଶ୍ରଣ କରିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଧୁରୁଡିପାଲି ବିଦ୍ୟାଳୟ 25ରୁ ଅଧିକ ପିଲା ଥିଲେ ବି ସେଠାକାର ପ୍ରଧାନଶିକ୍ଷକ ଭୁଲ ତଥ୍ୟ ଦେଇ ସ୍କୁଲ ମିଶ୍ରଣ କରୁଛନ୍ତି। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି....
#ArgusNews #Odisha #Anugul #School