ଏସଆଇଟି ଚାର୍ଜସିଟରୁ ସାମ୍ନାକୁ ଆସିଲା ଅରୁଣ ବୋଥ୍ରାଙ୍କ ଆଉ ଏକ ବଡ ମିଛ । ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ପାଇଁ ମିଛ ସାକ୍ଷୀ ବନାଯାଇଛି । ଏସଆଇଟି ଚାର୍ଜସିଟରେ ଯେଉଁ 3 ଜଣଙ୍କ ସାକ୍ଷୀଙ୍କ ନାଁ କୁହାଯାଉଛି ସେମାନେ ସମସ୍ତେ ବାବୁଲି ନାୟକର ଖାସ୍ । ଯେଉଁ ଦୁର୍ଯ୍ୟୋଧନ ପ୍ରଧାନ, ଚରଣ ପ୍ରଧାନ ଏବଂ ଖଦଳ ବେହେରାଙ୍କ କଥା କୁହାଯାଉଛି ସେମାନଙ୍କ ସମସ୍ତେ ବାବୁଲି ନାୟକର ଲୋକ ବୋଲି ଅଭିଯୋଗ କରିଛନ୍ତି ପରୀର ବାପା ଅଶୋକ ସାହୁ...
#ArgusNews #Odisha #JusticeForParee #SIT