ବାଲେଶ୍ବରର ଏ ମିଛ କୋଭିଡ୍ ମୃତ୍ୟୁର ସତ ରହସ୍ୟ ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାର ଅସଲ ଚିତ୍ରକୁ ପଦାରେ ପକାଇଦେଇଛି । ଅରୁଣ କର ହେଉଛନ୍ତି ମୁକ୍ତି ଦ୍ବାରର ମୁଖ୍ୟ ସେବକ । ସେ ସ୍ପଷ୍ଟ ଭାବେ କହୁଛନ୍ତି 189 କୋଭିଡ୍ ମୃତକଙ୍କ ଶବ ସତ୍କାର କରିଛନ୍ତି । ମୁକ୍ତିଦ୍ବାର ଶ୍ମଶାନର ରେକର୍ଡସ ଉପରେ ନଜର ପକାନ୍ତୁ ...
#ArgusNews #Balasore #Covid_Death #PratapJena