ଶ୍ରୀମନ୍ଦିର ପ୍ରକଳ୍ପ ବିକାଶ ପାଇଁ ରାଷ୍ଟ୍ରପତିଙ୍କ ସମର୍ପଣ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ 'ସମର୍ପଣ ନିଧି'କୁ 1 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏ ନେଇ ରାଷ୍ଟ୍ରପତିଙ୍କ ତରଫରୁ ଶ୍ରିମନ୍ଦିର ପ୍ରଶାସନକୁ ଏକ ଚେକ ପ୍ରଦାନ କରାଯାଇଥିଲା ...
#ArgusNews #Odisha #Srimandira #Puri #RamnathKovind #Donation