ଆଧାର କାର୍ଡ ନାହିଁ ବୋଲି ମିଳୁନାହିଁ ଖାଉଟି ସାମଗ୍ରୀ । ଏମିତି କିଛି ଅଭିଯୋଗ ହୋଇଥିଲା ଆମ କାର୍ଯ୍ୟକ୍ରମ 'ଆମେ ଉତ୍ତରଦାୟୀ' ରେ । ଏହି ଅଭିଯୋଗ କୁ ଆଧାର କରି ଆମେ ପହଞ୍ଚି ଥିଲୁ କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ବଡ଼ନଇ ପଂଚାୟତରେ । ଯେଉଁଠି ବୃଦ୍ଧ ଦମ୍ପତ୍ତିଙ୍କ ଅଭିଯୋଗ, ସ୍ତ୍ରୀ ମାନସିକ ରୋଗୀ । ଆଧାର କାର୍ଡ ନଥିବାରୁ ସରକାର ଦେଉନାହାଁନ୍ତି ପିଡିଏସ୍ ସାମଗ୍ରୀ....
#ArgusNews #Odisha #Keonjhar #Champua #Adhar_Card #Uttardayi