ଲାଇକ ସେୟାର କଲେ ଟଙ୍କା ମିଳିବ । ହେଲେ ଏହା ପୂର୍ବରୁ 30 ହଜାର ଟଙ୍କା ଦେଇ ଭିଆଇପି ମେମ୍ବର ହେବାକୁ ପଡିବ । ଏଭଳି ପ୍ରଲୋଭନ ଦେଖାଇ ହେଉଛି ସାଇବର ଲୁଟ । ଚାଇନାରୁ କିଛି ସାଇବର ଫ୍ରଡ ଏହାକୁ ଅପରେଟ କରୁଥିବା ଅନୁମାନ କରାଯାଉଥିବ ବେଳେ ଓଡିଶାରୁ ମଧ୍ୟ ଠକାମୀର ଶୀକାର ହୋଇଛନ୍ତି ଶହ ଶହ ଯୁବକ....
#ArgusNews #Odisha #Cyber #Hack #Fraud