ସରକାରଙ୍କ ଗୋଳମାଳିଆ ନୀତି I ଯୋଗ୍ୟ ହିତାଧିକାରୀ ବଦଳରେ ଅଯୋଗ୍ୟ ହିତାଧିକାରୀ ସବୁ ଜାଣି ବି ପ୍ରଶାସନ ଚୁପ I ବଡ଼ ପୁଅ ନାଁରେ ଟ୍ରକ ଓ ସାନ ପୁଅ କରିଛି ସରକାରୀ ଚାକିରୀ । ତା ପରେ ବି ମିଳିଛି ରାସନ୍ କାର୍ଡ । ୨୦୧୭ରୁ ବିଡ଼ିଓ କାରଣ ଦର୍ଶାଅ ନୋଟିସ୍ ସତ୍ତ୍ୱେ, ନା କାରଣ ଦର୍ଶେଇଛନ୍ତି ନା ଆଜି ପର୍ଯ୍ୟନ୍ତ କାର୍ଡ ଫେରେଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଓଡ଼ାପଡ଼ା ବ୍ଲକ୍ କାଣ୍ଡବିନ୍ଧା ଗ୍ରାମର ମାଳତୀ ପରିଡ଼ାଙ୍କ ଠାରେ.....
#ArgusNews #Odisha #RationCard
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app