#ରକ୍ତଦାନ_କରି_ବିଧାୟକଙ୍କ_କୋପର_ଶିକାର_ହେଲେ_କର୍ମୀ.....
ରାଗିଗଲେ ସୋରର ବିଜେଡି ବିଧାୟକ ପର୍ଶୁରାମ ଧଡା । ଆଉ ନିଜ ଦଳର ଛାମୁଆ ନେତା ରକ୍ତଦାନ ଶିବିରରେ ଯୋଗ ଦେଇଥିବାରୁ ତାଙ୍କ ଉପରେ ଅଜାଡି ଦେଲେ ଅସଭ୍ୟ ଗାଳି । କେବଳ ଗାଳି ଦେଇ ବିଧାୟକଙ୍କ ମନ ଶାନ୍ତ ହେଲା ନାହିଁ ବରଂ କଥା ରାଜ୍ୟ ନେତୃତ୍ୱଙ୍କ ପାଖରେ ପହଁଞ୍ଚାଇବାର ଦେଲେ ଧମକ...
#ArgusNews #Odisha #Balasore #Soro #MLA #viralaudio