ଚିକିତ୍ସା ପାଇଁ ଅର୍ଥ ସାଝିଛି ବାଧକ । ଘର ବୋଝ ମୁଣ୍ଡାଇବା ବୟସରେ ଏବେ ଘର ପାଇଁ ବୋଝ ପାଲଟିଛନ୍ତି । ଗୋଡ, ହାତ କ୍ରମଶଃ ଆବୁ ହୋଇ ଫୁଲିବାରେ ଲାଗିଛି । ରୋଗର କାରଣ ବି ଜଣାପଡ଼ୁନି । ସରକାରୀ ସହାୟତା ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଏବେ ଭାଗବାନଙ୍କ ଭରସାରେ କେନ୍ଦୁଝର ଢ଼େଙ୍କିକୋଟର ରାମ ଦର୍ଶନ ଚଉଧୁରୀ....
#ArgusNews #Odisha #Keonjhar #Patana #Artha_Badhak