ପାଣି ପାଇଁ ଲମ୍ବା ଲାଇନ୍ । ଗରା, ମାଠିଆ ଧରି ଧାଡିରେ ମହିଳା । ଟୋପାଏ ଜଳ ପାଇଁ ଡହଳ ବିକଳ । ବସୁଧା ଯୋଜନାରେ ପ୍ରକଳ୍ପ ସହ ଷ୍ଟାଣ୍ଡ ପୋଷ୍ଟ ବି ନିର୍ମାଣ ହୋଇଛି । କିନ୍ତୁ ସେଥିରେ ପାଣି ଆସୁନାହିଁ...ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ କଟକ ବାଙ୍କି ତାଳବସ୍ତ ପଞ୍ଚାୟତରେ...
#ArgusNews #Odisha #Cuttack #Banki #Water_Problem