#ଜଙ୍ଗଲ_ମାଫିଆଙ୍କ_ସୁରକ୍ଷାରେ_ବନବିଭାଗ!...
କାଠ ମାଫିଆଙ୍କୁ ସୁରକ୍ଷା ଦେଉଛି କି ବନବିଭାଗ? ମୟୁରଭଞ୍ଜ ବଡ଼ସାହି ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ଘରୁ ଜବତ ହୋଇଥିବା କାଠକୁ ଜଙ୍ଗଲରୁ ମିଳିଥିବା କାହିଁକି ଦର୍ଶାଗଲା ତାକୁ ନେଇ ପ୍ରଶ୍ନ...
#ArgusNews #Odisha #Mayurbhanj #Forest #forestloot