ପୁରୀ ଗୋପ ପଞ୍ଚାୟତରେ ଠକେଇର ନୂଆ ଫର୍ମୁଲା । ହିତାଧିକାରୀଙ୍କୁ ଅଣଦେଖା, ଚାଲିଛି ଦଳୀୟ ପ୍ରିୟାପ୍ରୀତି । ଗୋଟିଏ ଲୋକ ନାଁରେ 2ରୁ 3ଟି ପାଇଖାନା ମଞ୍ଜୁରୀ । ଘୋଟାଲାରେ ଲୋକଙ୍କ ନାଁରେ ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ଲୁଟ ....
#ArgusNews #Puri #Gop #Toilet_Scam