ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ନୟାନୀଳକଣ୍ଠପୁର ଗ୍ରାମବାସୀ । ସୌର ଚାଳିତ ପମ୍ପ ଅଚଳ ଥିବା ବେଳେ କରାଯାଉନି ମରାମତି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନୟାନୀଳକଣ୍ଠପୁର ଗ୍ରାମ ପାତ୍ର ସାହିରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । 20 ପରିବାର ବାସ କରୁଥିବା ଏହି ସାହିରେ ଅଚଳ ହୋଇପଡିଛି 2ଟି ନଳକୂପ ଏବଂ ଗୋଟିଏ ସୌରଚାଳିତ ପମ୍ପ ....
#Argus #OdishaNews #water #Paranjang
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app