ଦୀର୍ଘ 50 ବର୍ଷର ଯୋଜନା... ଆଜି ନେବ ବାସ୍ତବ ରୂପରେଖ । ଆଖଣ୍ଡଳମଣିଙ୍କ ପୀଠରେ କାର୍ଯକାରୀ ହେବ ମାଷ୍ଟରପ୍ଲାନ ପାଇଁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଆଖଣ୍ଡଳମଣିଙ୍କ ମନ୍ଦିର ଦୀର୍ଘ 4 ଶହ ବର୍ଷ ହେବ ଜନବସତିକୁ ଲାଗି ରହିଥିବାରୁ ମହାଶିବରାତ୍ରୀ ଜାଗରଯାତ୍ରା ସମେତ ବିଭିନ୍ନ ପର୍ବପର୍ବାଣୀରେ ପୀଠକୁ ଆସୁଥିବା ଲକ୍ଷାଧିକ ଭକ୍ତ ନାନା ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି ।
#TheArgus #ArgusUpdate #ArgusOdia #ArgusNews #Headlines #UpdateNews