ଦେଶର କେନ୍ଦୁପତ୍ର ଉତ୍ପାଦନରେ ଓଡିଶା ତୃତୀୟ ....ମୋଟ ବାଉଁଶ ମଧ୍ୟରୁ ଓଡ଼ିଶାରେ ଗଛିତ ଅଛି ୯ ପ୍ରତିଶତ । ୩୩ ପ୍ରତିଶତ ଜଙ୍ଗଲରେ ବୋଝେଇ ହୋଇ ରହିଥିବା ଓଡିଶାକୁ ଏଭଳି ଭାବେ ପ୍ରକୃତି ଅଜାଡି ଦେଇଛି ଅମାପ ସମ୍ପତ୍ତି ..... ହେଲେ ପ୍ରାଚୁର୍ଯ୍ୟତା ଭିତରେ ରାଜ୍ୟ ଭୋଗୁଛି ଗରିବୀ ର କଷଣ ....ସକଳ ସମ୍ଭାବନା ସତ୍ୱେ ରାଜ୍ୟର ବନଜ ଦ୍ରବ୍ୟ ଗୁଡ଼ିକରୁ ଯେଭଳି ଆୟ ପ୍ରାପ୍ତ ହୋଇପାରନ୍ତା ତାହା ଏବେ ବି ସମ୍ଭବ ହୋଇପାରିନାହିଁ ...
#ArgusNews #Odisha #kendupatra #GoodNews #jungle