ଭଦ୍ରକରେ ଚାଷୀ ଅସନ୍ତୋଷ । ଗଣିଜାଙ୍ଗ ସେବା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ଅଭିଯୋଗ । ଧାନ ଢାଳି 53 ନଂ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ । ଭଦ୍ରକ - ଆନନ୍ଦପୁର ରାସ୍ତାରେ ଅଟକି ରହିଛି ଶହ ଶହ ଗାଡି ମୋଟର ....
#ArgusNews #Bhadrak #FarmerIssue #Farmers
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app