ଗଞ୍ଜାମ ଜିଲ୍ଲାରେ କେମିତି ଚାଲିଛି କୋଭିଡ ପରିଚାଳନା , କେମିତି ଲୋକମାନଙ୍କୁ ସହାୟତା ଦେବାରେ ଅବହେଳା ପ୍ରଦର୍ଶନ କରୁଛି ଜିଲ୍ଲା ପ୍ରଶାସନ ତାର ଏକ ଉଦାହରଣ ସାମନାକୁ ଆସିଛି । ବିବାଦ ସେତେବେଳେ ଉଠିଛି ଯେତେବେଳେ ବଲିଉଡ ଅଭିନେତା ସୋନୁ ସୁଦ ଜଣେ ବ୍ୟକ୍ତିଙ୍କୁ ସହାୟତାର ହାତ ବଢାଇଛନ୍ତି ...
#ArgusNews #Odisha #Ganjam #SonuSood #Corona