ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଗୋଡିପଡା ଗାଁ ନିକଟ ଏକ କୂଅରୁ ମାଆ ପୁଅଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ମହିଳା ଜଣଙ୍କ ଗୋଡିପଡା ଗ୍ରାମର ମନୋଜ ହରିଚନ୍ଦନଙ୍କ ସ୍ତ୍ରୀ ବର୍ଷା ହରିଚନ୍ଦନ ଓ ସାତ ବର୍ଷର ପୁଅ ଲକି ହରିଚନ୍ଦନ । ଗତକାଲି ଠାରୁ ମା ପୁଅ ଦୁହେଁ ନିଖୋଜ ଥିଲେ ।
#ArgusNews #ArgusOdisha #ArgusOdia #ArgusUpdate #Khurdha