ରାଜ୍ୟରେ ବୃଦ୍ଧି ପାଉଛି ଯକ୍ଷ୍ମା ରୋଗ... ମାରାତ୍ମକ ରୋଗ ସଂପର୍କରେ କେତେ ସଚେତନ ଜନସାଧାରଣ । ରୋଗ ନିୟନ୍ତ୍ରଣ ଲାଗି ସଠିକ ପଦକ୍ଷେପ ନେଉଛନ୍ତି ତ ରାଜ୍ୟ ସରକାର । ରାଜଧାନୀ ଭୁବନେଶ୍ୱରରେ ବସ୍ତିର ଲୋକ ଅଧିକ ଯକ୍ଷ୍ମାର ଶିକାର । ମଣ୍ଡଳ ବସ୍ତିରେ ବର୍ଷକରେ ଜୀବନ ହାରିଛନ୍ତି 7ଜଣ । ପରିମଳ ବ୍ୟବସ୍ଥା ନେଇ କେତେ ତତ୍ପର ସରକାର...ତାକୁ ନେଇ ଉଠିଛି ପ୍ରଶ୍ନ...
#ArgusNews #Odisha #Bhubneswar #TB