#ବାପା_କହିଛନ୍ତି_ପର_ଧନକୁ_ଲୋଭ_କରିବୁ_ନାହିଁ
ରାଜଧାନୀ ରାଜରାସ୍ତାରେ ଟ୍ରାଫିକ ଡ଼୍ୟୁଟି କରୁଥିବା ହାେମଗାର୍ଡ଼ ଦେଖାଇଛନ୍ତି ନିଜର ମାନବିକତା...ଯେଉଁଥିପାଇଁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ.... 46 ହଜାର ଟଙ୍କା ଫେରାଇଛନ୍ତି ଟଙ୍କା ମାଲିକଙ୍କୁ
#ArgusNews #Bhubaneswar #traffic_homeguard
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app