ପାଣିରଗାର ପାଲଟିଛି ସରକାରଙ୍କ ପ୍ରତିଶ୍ରୁତି । କମ୍ପାନୀ ବନ୍ଦ ହେବାର 20 ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ପହଞ୍ଚିପାରିନି ଶ୍ରମିକଙ୍କ ଉଚିତ ପ୍ରାପ୍ୟ । ଏହାରି ଭିତରେ କମ୍ପାନୀ ଏକ ଭୂତ ଘରରେ ପରିଣତ ହୋଇଛି । ଆମେ କହୁଛୁ ଓଡ଼ିଶାର ପ୍ରଥମ ତଥା କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର OTM ବୟନ ଶିଳ୍ପର କଥା ।
#ArgusNews #ArgusOdia #Cuttack #OTM