ବ୍ରହ୍ମପୁର ସହରର ହଳଦିଆପଦରଠାରେ ଜିଲ୍ଲାର ସର୍ବବୃହତ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା । ମାତ୍ର ଲୋକାର୍ପଣର 5ବର୍ଷ ପରେ ବି ଏହା ଲୋକଙ୍କ କାମରେ ଆସୁନି । ଦୀର୍ଘ ବର୍ଷ ଧରି ଏହା କାହିଁକି କାର୍ଯ୍ୟକ୍ଷମ ହେଉନି ତାହା ଏବେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି ।....
#ArgusNews #Odisha #Bramhapur #BusStandIssue
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app