#ପୁଣି_ଚର୍ଚ୍ଚାରେ_ବର୍ଷା_ଅନୁଭବ_ଯୋଡି.....
ଏଥର ସୋସିଆଲ ମିଡିଆରେ ନିଜର ମତକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଓଲିଉଡରେ ବିବାଦୀୟ ହୋଇପଡିଥିବା ଯୋଡି ବର୍ଷା ଓ ଅନୁଭବ । ଆଉ ଏବେ କଥାରେ ନୁହେଁ ବରଂ ସୋସିଆଲ୍ ମିଡିଆରେ ନିଜ ନିଜ ଭିତରେ ଆରମ୍ଭ ହୋଇଯାଇଛି ଶୀତଳଯୁଦ୍ଧ.....
#ArgusNews #Odisha #VarshaPriyadarshini #anubhabmohanty #socialmedia