#ପ୍ରବାସୀଙ୍କ_ସାଥୀ_ସବ୍ୟସାଚୀ
#ଭୋକିଲା_ମୁହଁରେ_ଯୋଗାଇଲେ_ଆହାର
ପୁଣି ସାମନାକୁ ଆସିଲା ଅସହାୟ ଭୋକିଲାର ଫେସବୁକ ଭିଡିଓ । ବାଙ୍ଗାଲୁରୁରେ ଫସି ରହିଥିବା ଇନାବୁଲ ଓ ତାଙ୍କ ସାଙ୍ଗ ଭୋକ ସହି ସାହାଯ୍ୟ ମାଗିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ । ସବ୍ୟସାଚୀବି ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି....
#ArgusNews #Bangalore #Helpless #FaceBook Sabyasachi Mishra