ପ୍ରଚାରରେ ହିଁ ରହିଯାଇଛି ‘ସମାନ କାମ ପାଇଁ, ସମାନ ଦରମା’ର କଥା । ପୁରୁଷ ଓ ମହିଳାଙ୍କୁ ମିଳୁନି ସମାନ ପ୍ରାପ୍ୟ । କାମ ସମାନ କନ୍ତୁ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ମିଳୁଛି କମ ମଜୁରୀ । ସରକରୀ ଚାକିରେ ଥାଇ ବି କର୍ମଚାରୀଙ୍କୁ ମିଳୁଛି ଠିକାରେ ଦରମା । ଯାହାକୁ ନେଇ ଉଭୟ ଶ୍ରମିକ ଓ ସରକାରୀ କର୍ମଚାରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ରାଜ୍ୟ ସରକାରଙ୍କ ମୁଖା ଖୋଲିଛି ସରକାରୀ ତଥ୍ୟ । ଆଜି ଆମେ equal pay for equal work ଦିବସରେ ଆସନ୍ତୁ ଦେଖିବା ଅର୍ଗସର ସ୍ପେଶାଲ ରିପୋର୍ଟ ।
#EQualPay #EqualWork