ପୁରୀର ବହୁପ୍ରତୀକ୍ଷିତ ସିଦ୍ଧମହାବୀର ରେଲୱେ ଓଭରବ୍ରିଜ ନିର୍ମାଣ ପ୍ରକ୍ରିୟାରେ ଦେଖାଦେଇଛି ଅନିଶ୍ଚିତତା। ସେପଟେ ବିସ୍ଥାପିତ ହେଉଥିବା ସ୍ଥାନୀୟ ବାସିନ୍ଦାଙ୍କ ସହ ଜିଲ୍ଲା ପ୍ରଶାସନ କରିଛି ଆଲୋଚନା। କିଛିଦିନ ତଳେ କେନ୍ଦ୍ର ଭୂପୃଷ୍ଠ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଓଭରବ୍ରୀଜ ନିର୍ମାଣ ପାଇଁ ମଞ୍ଜୁର କରିଛନ୍ତି ୧୩୭କୋଟି ୬୧ଲକ୍ଷ ଟଙ୍କା....
#ArgusNews #Odisha #Puri #SidhamahabirRailwayOverbridge